ବନବରତାର ଏହି ସଂସ୍କରଣଟି ପାରମ୍ପରିକ ଗୋଷ୍ଠୀ ଜଙ୍ଗଲ ସୁରକ୍ଷା ଓ ପରିଚାଳନାର ଦୃଢ଼ ଧାରଣା ଉପରେ ଆଧାରିତ: ଯେଉଁମାନେ ଜଙ୍ଗଲ ଭିତରେ ଓ ପରିପାର୍ଶ୍ୱରେ ବାସ କରନ୍ତି, ସେମାନେ ହିଁ ଜଙ୍ଗଲର ସର୍ବୋତ୍ତମ ରକ୍ଷକ । ଆମେ ଏହାକୁ ଗୋଷ୍ଠୀଗତ ଜଙ୍ଗଲ ସଂରକ୍ଷଣ ବୋଲି କହୁ । ଏହା ହେଉଛି ଗ୍ରାମବାସୀଙ୍କର ଏକ ପାରମ୍ପରିକ ଅଭ୍ୟାସ-...
ସମ୍ପାଦକୀୟ.. .. ..
read more

