ସୂଚୀପତ୍ର – ଏହି ସଂଖ୍ୟାରେ
Sub Heading
Sub Heading
Sub Heading
Sub Heading
Sub Heading
Sub Heading
No Results Found
The page you requested could not be found. Try refining your search, or use the navigation above to locate the post.
ସଂଖ୍ୟା ୯୧
ଅଧିକାର
ଜଙ୍ଗଲ ଅଧିକାର ଆଇନ କେବଳ ଏକ ଆଇନଗତ ଦଲିଲ ନୁହେଁ; ଏହା ବନବାସୀଙ୍କ ଦୀର୍ଘଦିନର ସଂଘର୍ଷର ଫଳ
ଉଚ୍ଚତମ ନ୍ୟାୟାଳୟରେ ଜଙ୍ଗଲ ଅଧିକାର ଆଇନରେ ସରକାରୀ ଓକିଲ ଭାବେ ନିଜର ପକ୍ଷ ରଖୁଥିବା ସୁମୋନା ଖାନ୍ନାଙ୍କ ସହ ଆଲୋଚନା। ପ୍ରସ୍ତୁତି: ନିବେଦିତା ପଣ୍ଡା ଉପସ୍ଥାପନା: ପ୍ରତିଭା ଘୋଷ ସୁମୋନା ଖାନ୍ନାଜଙ୍ଗଲ ଅଧିକାର ଆଇନ ବିଷୟକ ବହୁ ପ୍ରତିକ୍ଷିତ ରାୟ ସୁପ୍ରିମକୋର୍ଟଙ୍କ ଶୁଣାଣିକୁ ନେଇ ଆପଣଙ୍କ ମତ କ’ଣ? ଏପ୍ରିଲ ୨...
ଗ୍ରାମ ସଭା ଦ୍ୱାରା ପରିବେଶ ପର୍ଯ୍ୟଟନ ପରିଚାଳନା : ଏକ ଦୃଷ୍ଟାନ୍ତ
ଜଙ୍ଗଲ ଅଧିକାର ଆଇନ, ୨୦୦୬ ଅନୁଯାୟୀ ଗୋଷ୍ଠୀ ଜଙ୍ଗଲ ଅଧିକାରକୁ ସ୍ୱୀକୃତି ଦେବା ଦ୍ୱାରା ଜଙ୍ଗଲ ଉପରେ ନିର୍ଭରଶୀଳ ଗୋଷ୍ଠୀ ସେମାନଙ୍କର ପ୍ରାକୃତିକ ସମ୍ପଦଗୁଡ଼ିକୁ ପରିଚାଳନା ଏବଂ ସ୍ଥାୟୀ ଭାବରେ ବ୍ୟବହାର କରିବା ପାଇଁ ନୂତନ ସୁଯୋଗ ପାଇପାରିଛନ୍ତି । ଏହି ଆଇନର ବ୍ୟବସ୍ଥା ଅନୁଯାୟୀ ଗ୍ରାମସଭା ଦ୍ୱାରା ଗଠନ ହୋଇଥିବା “ଗୋଷ୍ଠୀ...
ଜଙ୍ଗଲ
ଜଙ୍ଗଲ ଅଧିକାର ଆଇନ ସର୍ବୋପରି ଏକ ଯୁଗାନ୍ତକାରୀ ଆଇନ
ଭାରତର ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀ ସମୁଦାୟର ଲୋକମାନେ ବର୍ଷ ବର୍ଷ ଧରି ଯେଉଁ ଅନ୍ୟାୟର ସାମ୍ନା କରିଆସୁଥିଲେ, ସେଥିରେ ଏକ ଉଲ୍ଲେଖନୀୟ ପରିର୍ତ୍ତନ ଆଣିବା ଲାଗି ଜଙ୍ଗଲ ଅଧିକାର ଆଇନ ୨୦୦୬ ହେଉଛି ଏକ ଐତିହାସିକ ପଦକ୍ଷେପ। ଏହି ଯୁଗାନ୍ତକାରୀ ଆଇନର ବ୍ୟବସ୍ଥା ବନବାସୀ ଗୋଷ୍ଠୀ ଏବଂ ସେମାନେ ବସବାସ...
ଜୀବନ ଜୀବିକା
ବନ ଜୀବିକାର ସାଧନ – ଓଡ଼ିଶା ଓ ମହାରାଷ୍ଟ୍ରରୁ ଶିକ୍ଷା
ପ୍ରଫେସର ଗୀତଞ୍ଜୟ ସାହୁ ସଂକଳକ - ନିବେଦିତା ପଣ୍ଡା ଭାରତର ଲକ୍ଷ ଲକ୍ଷ ବନବାସୀ ସମୁଦାୟଙ୍କ ଜୀବନରେଖା ହେଉଛି ଜଙ୍ଗଲ। ଅଣ-କାଠ ବନଜାତ ଦ୍ରବ୍ୟଠାରୁ ଆରମ୍ଭ କରି ଚାରଣ ଜମି, ସାଂସ୍କୃତିକ ମହତ୍ୱ ରଖୁଥିବା ସ୍ଥାନ ପର୍ଯ୍ୟନ୍ତ - ଜଙ୍ଗଲ ଲୋକମାନଙ୍କୁ ଜୀବନ ଜୀବିକା, ଆୟ ଓ ପରିଚୟ ଦେଇଥାଏ। ଓଡ଼ିଶା ଓ ମହାରାଷ୍ଟ୍ରରେ ରହିଛି...
ସମ୍ପାଦନା ମଣ୍ଡଳୀ
ଅରବିନ୍ଦ ରାଉତ
ସମ୍ପାଦକ
ତୁଷାର ଦାଶ
ଉପଦେଷ୍ଟା ମଣ୍ଡଳୀ
ନିବେଦିତା ପଣ୍ଡା
ଉପଦେଷ୍ଟା ମଣ୍ଡଳୀ

