ସୂଚୀପତ୍ର – ଏହି ସଂଖ୍ୟାରେ
Sub Heading
Sub Heading
Sub Heading
Sub Heading
Sub Heading
Sub Heading
ସମ୍ପାଦକୀୟ .. .. ..
ଜଙ୍ଗଲ କେବଳ ଗଛମାନଙ୍କର ଗୋଟିଏ ସମାହାର ନୁହେଁ। ଜଙ୍ଗଲ ହେଉଛି ପର୍ବତ, ଝରଣା, ବୃକ୍ଷଲତା, ଜୀବଜନ୍ତୁ ସମେତ ଜଙ୍ଗଲ ସହିତ ଯୋଡି ହୋଇରହିଥିବା ମଣିଷ, ସେମାନଙ୍କର ସଂସ୍କୃତି, ପରମ୍ପରା, ରୀତିନୀତିର ଏକ ପରିସଂସ୍ଥାନିକ ସମାହାର। ଜଙ୍ଗଲ ଓ ମଣିଷର ସମ୍ପର୍କ ଯୁଗ ଯୁଗରୁ ରହିଛି। ‘ଜଙ୍ଗଲ ସୁରକ୍ଷା’, ‘ଜଙ୍ଗଲ ପରିଚାଳନା’, ଇତ୍ୟାଦି- ଏହିସବୁ ଶବ୍ଦର ସୃଷ୍ଟି ବା ଧାରଣାର ପରିକଳ୍ପନା ପୂର୍ବରୁ ବନବାସୀମାନେ ଜଙ୍ଗଲର ଯତ୍ନ ନେଇଆସୁଛନ୍ତି ଓ ଜଙ୍ଗଲ ମଧ୍ୟ ସେମାନଙ୍କୁ ପାଳିଛି। ବନବାସୀମାନେ ହେଉଛନ୍ତି ଜଙ୍ଗଲର ପ୍ରକୃତ ସଖା। ଜଙ୍ଗଲ ହେଉଛି ସେମାନଙ୍କର...
ସଂଖ୍ୟା ୯୦
ଅଧିକାର
କଳାହାଣ୍ଡି ଜିଲ୍ଲାରେ ଜଙ୍ଗଲ ଅଧିକାର ଆଇନ ମାଧ୍ୟମରେ ଜୀବନମାନରେ ବିକାଶ
ଓଡ଼ିଶାର କଳାହାଣ୍ଡି ଜିଲ୍ଲାରେ ବସବାସ କରୁଥିବା ଆଦିବାସୀ ସମ୍ପ୍ରଦାୟ ଜଙ୍ଗଲ ଉପରେ ନିଜର ଅଧିକାର ଦାବି କରିବା ପାଇଁ ଏକାଠି ହୋଇଛନ୍ତି । ଆଇନ୍ ଦ୍ଵାରା ଅନୁମୋଦିତ ଏହି ଅଧିକାର ଅନେକ ସମୟରେ ପ୍ରତ୍ୟାଖ୍ୟାନ କରାଯାଉଛି । ଜଙ୍ଗଲ ଅଧିକାର ଅଧୀନୟମ ଧାରା ୩ (୧) (ଗ ) ଅଧୀନରେ ଜଙ୍ଗଲରେ ବସବାସ କରୁଥିବା ସମ୍ପ୍ରଦାୟଗୁଡ଼ିକୁ...
No Results Found
The page you requested could not be found. Try refining your search, or use the navigation above to locate the post.
ଜଙ୍ଗଲ
ଜଙ୍ଗଲ ଅଧିକାର ଆଇନ ସର୍ବୋପରି ଏକ ଯୁଗାନ୍ତକାରୀ ଆଇନ
ଭାରତର ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀ ସମୁଦାୟର ଲୋକମାନେ ବର୍ଷ ବର୍ଷ ଧରି ଯେଉଁ ଅନ୍ୟାୟର ସାମ୍ନା କରିଆସୁଥିଲେ, ସେଥିରେ ଏକ ଉଲ୍ଲେଖନୀୟ ପରିର୍ତ୍ତନ ଆଣିବା ଲାଗି ଜଙ୍ଗଲ ଅଧିକାର ଆଇନ ୨୦୦୬ ହେଉଛି ଏକ ଐତିହାସିକ ପଦକ୍ଷେପ। ଏହି ଯୁଗାନ୍ତକାରୀ ଆଇନର ବ୍ୟବସ୍ଥା ବନବାସୀ ଗୋଷ୍ଠୀ ଏବଂ ସେମାନେ ବସବାସ...
ଜୀବନ ଜୀବିକା
ବନ ଜୀବିକାର ସାଧନ – ଓଡ଼ିଶା ଓ ମହାରାଷ୍ଟ୍ରରୁ ଶିକ୍ଷା
ପ୍ରଫେସର ଗୀତଞ୍ଜୟ ସାହୁ ସଂକଳକ - ନିବେଦିତା ପଣ୍ଡା ଭାରତର ଲକ୍ଷ ଲକ୍ଷ ବନବାସୀ ସମୁଦାୟଙ୍କ ଜୀବନରେଖା ହେଉଛି ଜଙ୍ଗଲ। ଅଣ-କାଠ ବନଜାତ ଦ୍ରବ୍ୟଠାରୁ ଆରମ୍ଭ କରି ଚାରଣ ଜମି, ସାଂସ୍କୃତିକ ମହତ୍ୱ ରଖୁଥିବା ସ୍ଥାନ ପର୍ଯ୍ୟନ୍ତ - ଜଙ୍ଗଲ ଲୋକମାନଙ୍କୁ ଜୀବନ ଜୀବିକା, ଆୟ ଓ ପରିଚୟ ଦେଇଥାଏ। ଓଡ଼ିଶା ଓ ମହାରାଷ୍ଟ୍ରରେ ରହିଛି...
ସମ୍ପାଦନା ମଣ୍ଡଳୀ
ଅରବିନ୍ଦ ରାଉତ
ସମ୍ପାଦକ
ତୁଷାର ଦାଶ
ଉପଦେଷ୍ଟା ମଣ୍ଡଳୀ
ନିବେଦିତା ପଣ୍ଡା
ଉପଦେଷ୍ଟା ମଣ୍ଡଳୀ

