ଓଡିଶାର ସବୁଜ ଭୂଖଣ୍ଡରେ, ଏକ ସୁପ୍ତ ପରିବର୍ତ୍ତନର ବୀଜ ରୋପଣ ହୋଇଛି। ସୁଉଚ୍ଚ ଶାଳ ଏବଂ ବାଉଁଶର ଛାଇରେ, ଜଙ୍ଗଲରେ ବାସ କରୁଥିବା ସମ୍ପ୍ରଦାୟଗୁଡ଼ିକ ପିଢ଼ି ପରେ ପିଢ଼ି ଧରି ସେମାନଙ୍କୁ ଜୀବନ ଦେଇଥିବା ଜଙ୍ଗଲ ଭୂଇଁର ରକ୍ଷକ ଭାବରେ ବାସ କରୁଛନ୍ତି। ବହୁତ ଦିନ ଧରି, ସଂକୀର୍ଣ୍ଣ ଦୃଷ୍ଟିକୋଣରୁ ଜଙ୍ଗଲକୁ କେବଳ ରାଜସ୍ୱ ଆଦାୟାର...
latest
ଜଙ୍ଗଲ, ଜୀବିକା ଓ ବନବାସୀ: ଓଡ଼ିଶାରେ ଲଘୁ ବନଜାତ ଦ୍ରବ୍ୟ ନିର୍ଭରଶୀଳତାର ଏକ ଅଧ୍ୟୟନ
କ୍ଷେତ୍ର ସ୍ତରରେ ତଥ୍ୟ ସଂଗ୍ରହରେ : ପ୍ରଣତି ସାହୁ, ଶୁଭଶ୍ରୀ ମିଶ୍ର, ସସ୍ମିତା ଟୁଡ଼ୁ, ମୌସୁମୀ ପ୍ରଧାନଓଡ଼ିଶାର ବିଭିନ୍ନ ସମୁଦାୟଙ୍କ ଜୀବନରେ ଜଙ୍ଗଲ ଏକ କେନ୍ଦ୍ରବିନ୍ଦୁ ହୋଇ ରହିଆସିଛି। ବିଶେଷ କରି ଆଦିବାସୀ ଓ ବନନିବାସୀ ପାଇଁ ଏହି ପରିବେଶ ସମ୍ବଳର ଗନ୍ତାଘର ହେବା ସହ ସାଂସ୍କୃତିକ ଭୂଖଣ୍ଡ ଓ ଜୀବନଜୀବିକାର ଏକ ମୁଖ୍ୟ...
ଜଙ୍ଗଲର ଅଣ-କୃଷି ଖାଦ୍ୟଦ୍ରବ୍ୟ:ଓଡ଼ିଶାରେ ଆଦିବାସୀଙ୍କ ସ୍ୱାସ୍ଥ୍ୟ, ଖାଦ୍ୟ ସୁରକ୍ଷା ଓ ସାର୍ବଭୌମତ୍ୱର ଭଣ୍ଡାର
(ଲିଭିଂ ଫାର୍ମ ଦ୍ୱାରା ହୋଇଥିବା ୨୦୧୪ର ରିପୋର୍ଟ, ଦଶନ୍ଧି ପରେ ପୁନଃ ଅନୁଧ୍ୟାନ) ସଂକଳକ – ନିବେଦିତା ପଣ୍ଡା ଓଡ଼ିଶାରେ ରହିଛି ସବୁଜିମାଭରା ବିସ୍ତୀର୍ଣ୍ଣ ଜଙ୍ଗଲ। କାହିଁ କେଉଁ କାଳରୁ ଏଇ ଜଙ୍ଗଲ ଭିତରେ ହିଁ ପ୍ରକୃତି ଖଞ୍ଜି ଦେଇଛି ଖାଦ୍ୟଦ୍ରବ୍ୟର ଏକ ଅଦ୍ଭୂତ ବିବିଧତା ଭରା ଭଣ୍ଡାର। କୃଷିକ୍ଷେତ୍ରରୁ ମିଳୁଥିବା...
ବନ ଜୀବିକାର ସାଧନ – ଓଡ଼ିଶା ଓ ମହାରାଷ୍ଟ୍ରରୁ ଶିକ୍ଷା
ପ୍ରଫେସର ଗୀତଞ୍ଜୟ ସାହୁ ସଂକଳକ - ନିବେଦିତା ପଣ୍ଡା ଭାରତର ଲକ୍ଷ ଲକ୍ଷ ବନବାସୀ ସମୁଦାୟଙ୍କ ଜୀବନରେଖା ହେଉଛି ଜଙ୍ଗଲ। ଅଣ-କାଠ ବନଜାତ ଦ୍ରବ୍ୟଠାରୁ ଆରମ୍ଭ କରି ଚାରଣ ଜମି, ସାଂସ୍କୃତିକ ମହତ୍ୱ ରଖୁଥିବା ସ୍ଥାନ ପର୍ଯ୍ୟନ୍ତ - ଜଙ୍ଗଲ ଲୋକମାନଙ୍କୁ ଜୀବନ ଜୀବିକା, ଆୟ ଓ ପରିଚୟ ଦେଇଥାଏ। ଓଡ଼ିଶା ଓ ମହାରାଷ୍ଟ୍ରରେ ରହିଛି...
କେନ୍ଦୁପତ୍ର ଏବଂ ଜନଜାତି ଅଧିକାର: କାହିଁକି କେନ୍ଦୁପତ୍ର ଉପରେ ଓଡ଼ିଶାକୁ ନିୟନ୍ତ୍ରଣମୁକ୍ତି ଆବଶ୍ୟକ
ବିସ୍ତୃତ ଜଙ୍ଗଲ ଅଞ୍ଚଳ ଏବଂ ଏକ ପର୍ଯ୍ୟାପ୍ତ ଆଦିବାସୀ ଜନସଂଖ୍ୟା ସହିତ ଜୈବ ବିବିଧତା ଏବଂ ଆଦିବାସୀମାନଙ୍କ ନିଆରା ଜୀବନଜୀବିକା ଅଭ୍ୟାସ ଦୃଷ୍ଟିରୁ ଭାରତର ସବୁଠାରୁ ସମୃଦ୍ଧ ଭୂପୃଷ୍ଠ ମଧ୍ୟରୁ ଓଡ଼ିଶା ଗୋଟିଏ। ଶତାବ୍ଦୀ ଧରି, ବନବାସୀ ସମ୍ପ୍ରଦାୟ; ଆଦିବାସୀ ଏବଂ ଅଣ-ଆଦିବାସୀ ଉଭୟ, ଜୀବନଧାରଣ, ଆୟ ସୃଷ୍ଟି ଏବଂ...
ଜଙ୍ଗଲ ଅଧିକାର ଆଇନ ପରିପ୍ରେକ୍ଷୀରେ ବୈପାରୀଗୁଡାରେ କେନ୍ଦୁପତ୍ର ଉପରେ ଅଧିକାର : ଏକ ଅନୁଶୀଳନ
ମାନବ ସଭ୍ୟତା କାଳରୁ ଆଦିବାସୀମାନେ ଜଙ୍ଗଲର ଶରଣାର୍ଥୀ ହୋଇ ବାସ କରିଆସୁଛନ୍ତି । ଜଙ୍ଗଲକୁ ନିଜର ଛାଇ କରି, ନିଜ ଜୀବନକୁ ପ୍ରାକୃତିକ ଶୋଭାରେ ମୁଗ୍ଧ କରି ଏବଂ ଜଙ୍ଗଲରୁ ଉତ୍ପାଦିତ ଦ୍ରବ୍ୟ ସବୁ ବ୍ୟବହାର କରି , ସେମାନେ ସମୟର ସ୍ରୋତରେ ଆଗେଇ ଯାଇଛନ୍ତି । ଜଙ୍ଗଲର ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ଜଙ୍ଗଲର ସୁରକ୍ଷା ଦିଗରେ...
କଳାହାଣ୍ଡି ଜିଲ୍ଲାରେ ଜଙ୍ଗଲ ଅଧିକାର ଆଇନ ମାଧ୍ୟମରେ ଜୀବନମାନରେ ବିକାଶ
ଓଡ଼ିଶାର କଳାହାଣ୍ଡି ଜିଲ୍ଲାରେ ବସବାସ କରୁଥିବା ଆଦିବାସୀ ସମ୍ପ୍ରଦାୟ ଜଙ୍ଗଲ ଉପରେ ନିଜର ଅଧିକାର ଦାବି କରିବା ପାଇଁ ଏକାଠି ହୋଇଛନ୍ତି । ଆଇନ୍ ଦ୍ଵାରା ଅନୁମୋଦିତ ଏହି ଅଧିକାର ଅନେକ ସମୟରେ ପ୍ରତ୍ୟାଖ୍ୟାନ କରାଯାଉଛି । ଜଙ୍ଗଲ ଅଧିକାର ଅଧୀନୟମ ଧାରା ୩ (୧) (ଗ ) ଅଧୀନରେ ଜଙ୍ଗଲରେ ବସବାସ କରୁଥିବା ସମ୍ପ୍ରଦାୟଗୁଡ଼ିକୁ...
ଜୀବିକାର ସୁରକ୍ଷାରେ ଗୋଷ୍ଠୀ ସଂଗଠନର ଆବଶ୍ୟକତା ଓ ଭୂମିକା
କ୍ଷେତ୍ର ସ୍ତରରେ ବର୍ତ୍ତମାନ କାର୍ଯ୍ୟରତ ବସୁନ୍ଧରା କର୍ମୀ ଦୀପେନ୍ ଛତ୍ରିୟାଙ୍କ ଏହି ଆଲେଖ୍ୟ ରେ ବିଶେଷ ସହଯୋଗ ରହିଛି।ବ୍ୟବସାୟୀଙ୍କ ଆଧିପତ୍ୟ ଏବଂ ଅନୈତିକ ବାଣିଜ୍ୟ ଅଭ୍ୟାସ, ବଜାର ସୂଚନା ପ୍ରବାହରେ ଅପୂର୍ଣ୍ଣତା, ପ୍ରକ୍ରିୟାକରଣ ଏବଂ ସଂରକ୍ଷଣ ସୁବିଧାର ଅଭାବ, ବଜାର ୟାର୍ଡର ଅଭାବ ଇତ୍ୟାଦି ସମସ୍ୟା ସହିତ ଅଣକାଷ୍ଠ ବନଜାତ...
ମୟୂରଭଞ୍ଜ ଜିଲ୍ଲାରେ ଜଙ୍ଗଲଜୀବିଙ୍କ ସାମୂହିକ ପ୍ରୟାସ
ଓଡ଼ିଶାର ଅନ୍ୟ ଜିଲ୍ଲା ଭଳି ମୟୂରଭଞ୍ଜ ଜିଲ୍ଲା ହେଉଛି ସରକାରଙ୍କର ପଞ୍ଚମ ଅନୁସୂଚିତ ଅଞ୍ଚଳ । ଏଠାରେ ୧୨ ପ୍ରକାର ଅନୁସୂଚିତ ଜାତି ମଧ୍ୟରୁ ତିନି ପ୍ରକାର ବିଶେଷ ଭାବରେ ଅନୁନ୍ନତ ଜନଜାତି ସମୂହ ବସବାସ କରନ୍ତି । ଏଠାକାର ବନନିବାସୀମାନଙ୍କର ଆୟ ସାଧାରଣତଃ ଚାଷ, ମଜୁରୀ, ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ ଓ ବିକ୍ରି, ତତ୍ ସହିତ...









