ଜଙ୍ଗଲ ଆଦିବାସୀଙ୍କର ପରିଚୟ । ଜଙ୍ଗଲର ସୁରକ୍ଷାଦାତା ସାଜିଥିବା ଏହି ଆଦିବାସୀମାନେ ସମୟକ୍ରମେ ଉପନିବେଶବାଦ୍‌ର ଅଧୀନ ହୋଇ ଜବରଦଖଲକାରୀର ଆଖ୍ୟା ପାଇଲେ । ଆଉ ଶେଷରେ ପରିସ୍ଥିତି ଏମିତି ହେଲା କି ନିଜର ଠିକଣା ଜାଗାରୁ ବି ତାକୁ ବିସ୍ଥାପନର ଶିକାର ହେବାକୁ ପଡିଲା । ଜଙ୍ଗଲକୁ ବାସ୍ତବରେ ଅନ୍ୟ କେହି ଜବରଦଖଲ କରୁଥିବା ବେଳେ ଏହି...

read more