(ଲିଭିଂ ଫାର୍ମ ଦ୍ୱାରା ହୋଇଥିବା ୨୦୧୪ର ରିପୋର୍ଟ, ଦଶନ୍ଧି ପରେ ପୁନଃ ଅନୁଧ୍ୟାନ) ସଂକଳକ – ନିବେଦିତା ପଣ୍ଡା ଓଡ଼ିଶାରେ ରହିଛି ସବୁଜିମାଭରା ବିସ୍ତୀର୍ଣ୍ଣ ଜଙ୍ଗଲ। କାହିଁ କେଉଁ କାଳରୁ ଏଇ ଜଙ୍ଗଲ ଭିତରେ ହିଁ ପ୍ରକୃତି ଖଞ୍ଜି ଦେଇଛି ଖାଦ୍ୟଦ୍ରବ୍ୟର ଏକ ଅଦ୍ଭୂତ ବିବିଧତା ଭରା ଭଣ୍ଡାର। କୃଷିକ୍ଷେତ୍ରରୁ ମିଳୁଥିବା...
ବନବାରତା
ବନ ଜୀବିକାର ସାଧନ – ଓଡ଼ିଶା ଓ ମହାରାଷ୍ଟ୍ରରୁ ଶିକ୍ଷା
ପ୍ରଫେସର ଗୀତଞ୍ଜୟ ସାହୁ ସଂକଳକ - ନିବେଦିତା ପଣ୍ଡା ଭାରତର ଲକ୍ଷ ଲକ୍ଷ ବନବାସୀ ସମୁଦାୟଙ୍କ ଜୀବନରେଖା ହେଉଛି ଜଙ୍ଗଲ। ଅଣ-କାଠ ବନଜାତ ଦ୍ରବ୍ୟଠାରୁ ଆରମ୍ଭ କରି ଚାରଣ ଜମି, ସାଂସ୍କୃତିକ ମହତ୍ୱ ରଖୁଥିବା ସ୍ଥାନ ପର୍ଯ୍ୟନ୍ତ - ଜଙ୍ଗଲ ଲୋକମାନଙ୍କୁ ଜୀବନ ଜୀବିକା, ଆୟ ଓ ପରିଚୟ ଦେଇଥାଏ। ଓଡ଼ିଶା ଓ ମହାରାଷ୍ଟ୍ରରେ ରହିଛି...
ଜଙ୍ଗଲ ଅଧିକାର ଆଇନ କେବଳ ଏକ ଆଇନଗତ ଦଲିଲ ନୁହେଁ; ଏହା ବନବାସୀଙ୍କ ଦୀର୍ଘଦିନର ସଂଘର୍ଷର ଫଳ
ଉଚ୍ଚତମ ନ୍ୟାୟାଳୟରେ ଜଙ୍ଗଲ ଅଧିକାର ଆଇନରେ ସରକାରୀ ଓକିଲ ଭାବେ ନିଜର ପକ୍ଷ ରଖୁଥିବା ସୁମୋନା ଖାନ୍ନାଙ୍କ ସହ ଆଲୋଚନା। ପ୍ରସ୍ତୁତି: ନିବେଦିତା ପଣ୍ଡା ଉପସ୍ଥାପନା: ପ୍ରତିଭା ଘୋଷ ସୁମୋନା ଖାନ୍ନାଜଙ୍ଗଲ ଅଧିକାର ଆଇନ ବିଷୟକ ବହୁ ପ୍ରତିକ୍ଷିତ ରାୟ ସୁପ୍ରିମକୋର୍ଟଙ୍କ ଶୁଣାଣିକୁ ନେଇ ଆପଣଙ୍କ ମତ କ’ଣ? ଏପ୍ରିଲ ୨...
‘ଉଚ୍ଛେଦ ନୁହେଁ; ଅଧିକାର ସାବ୍ୟସ୍ତ ପାଇଁ ଆସିଛି ଜଙ୍ଗଲ ଅଧିକାର ଆଇନ’: ତୁଷାର ଦାଶ
ଦୀର୍ଘ ବର୍ଷ ଧରି ଆଦିବାସୀଙ୍କ ଉପରେ ହୋଇ ଆସୁଥିବା ଐତିହାସିକ ଅନ୍ୟାୟ ବିରୁଦ୍ଧରେ ଉଠିଥିବା ସ୍ୱରର ଫଳ ସ୍ୱରୂପ ଜନ୍ମ ନେଇଥିଲା ଜଙ୍ଗଲ ଅଧିକାର ଆଇନ। ଆଦିବାସୀଙ୍କୁ ସ୍ୱାଭିମାନର ସହ ବଞ୍ଚିବାକୁ ଦେବାକୁ ଲକ୍ଷ୍ୟ ରଖିଥବା ଏହି ଆଇନ ସମୟକ୍ରମେ ପ୍ରଶାସନିକ ଅବହେଳାର ଶୀକାର ହୋଇଛି। ଯାହାକୁ ନେଇ ତଥା କଥିତ ପରିବେଶ ପ୍ରେମୀ,...
କ୍ୟାମ୍ପେନ୍ ଫର ସରଭାଇଭାଲ ଆଣ୍ଡ ଡିଗନିଟିର କାହାଣୀ
କର୍ମୀ ପ୍ରଦୀପ ସାହୁଙ୍କ ମୁହଁରୁ.... ପ୍ରସ୍ତୁତି: ପ୍ରତିଭା ଘୋଷ‘କ୍ୟାମ୍ପନ୍ ଫର୍ ସର୍ଭାଇଭାଲ୍ ଆଣ୍ଡ ଡିଗ୍ନିଟି’ । ଯାହାର ଆକ୍ଷରିକ ଅର୍ଥ ହେଉଛି ସମ୍ମାନର ସହ ବଞ୍ଚିବା ପାଇଁ ଆରମ୍ଭ ହୋଇଥିବା କ୍ୟାମ୍ପେନ୍। ପିଢ଼ି ପରେ ପିଢ଼ି ଧରି ନିଜର ଠିକଣା ସ୍ଥିର କରି ବଞ୍ଚୁଥିବା ଆଦିବାସୀମାନଙ୍କୁ ନିଜର ପୈତୃକ ବାସସ୍ଥଳୀକୁ ପୁଣି ଥରେ...






