ଅଧିକାର

ଜଙ୍ଗଲ ଅଧିକାର ଆଇନ ପରିପ୍ରେକ୍ଷୀରେ ବୈପାରୀଗୁଡାରେ କେନ୍ଦୁପତ୍ର ଉପରେ ଅଧିକାର : ଏକ ଅନୁଶୀଳନ

ଜଙ୍ଗଲ ଅଧିକାର ଆଇନ ପରିପ୍ରେକ୍ଷୀରେ ବୈପାରୀଗୁଡାରେ କେନ୍ଦୁପତ୍ର ଉପରେ ଅଧିକାର : ଏକ ଅନୁଶୀଳନ

ମାନବ ସଭ୍ୟତା କାଳରୁ ଆଦିବାସୀମାନେ ଜଙ୍ଗଲର ଶରଣାର୍ଥୀ ହୋଇ ବାସ କରିଆସୁଛନ୍ତି । ଜଙ୍ଗଲକୁ ନିଜର ଛାଇ କରି, ନିଜ ଜୀବନକୁ ପ୍ରାକୃତିକ ଶୋଭାରେ ମୁଗ୍ଧ କରି ଏବଂ ଜଙ୍ଗଲରୁ ଉତ୍ପାଦିତ ଦ୍ରବ୍ୟ ସବୁ ବ୍ୟବହାର କରି , ସେମାନେ ସମୟର ସ୍ରୋତରେ ଆଗେଇ ଯାଇଛନ୍ତି । ଜଙ୍ଗଲର ପ୍ରାକୃତିକ  ସୌନ୍ଦର୍ଯ୍ୟ ଏବଂ ଜଙ୍ଗଲର ସୁରକ୍ଷା ଦିଗରେ...

read more
କଳାହାଣ୍ଡି ଜିଲ୍ଲାରେ ଜଙ୍ଗଲ ଅଧିକାର ଆଇନ ମାଧ୍ୟମରେ ଜୀବନମାନରେ ବିକାଶ

କଳାହାଣ୍ଡି ଜିଲ୍ଲାରେ ଜଙ୍ଗଲ ଅଧିକାର ଆଇନ ମାଧ୍ୟମରେ ଜୀବନମାନରେ ବିକାଶ

ଓଡ଼ିଶାର କଳାହାଣ୍ଡି ଜିଲ୍ଲାରେ ବସବାସ କରୁଥିବା ଆଦିବାସୀ ସମ୍ପ୍ରଦାୟ ଜଙ୍ଗଲ ଉପରେ ନିଜର ଅଧିକାର ଦାବି କରିବା ପାଇଁ ଏକାଠି ହୋଇଛନ୍ତି । ଆଇନ୍ ଦ୍ଵାରା ଅନୁମୋଦିତ ଏହି ଅଧିକାର ଅନେକ ସମୟରେ ପ୍ରତ୍ୟାଖ୍ୟାନ କରାଯାଉଛି । ଜଙ୍ଗଲ ଅଧିକାର ଅଧୀନୟମ ଧାରା ୩ (୧) (ଗ ) ଅଧୀନରେ ଜଙ୍ଗଲରେ ବସବାସ କରୁଥିବା ସମ୍ପ୍ରଦାୟଗୁଡ଼ିକୁ...

read more
ଜଙ୍ଗଲ ଅଧିକାର ଆଇନ କେବଳ ଏକ ଆଇନଗତ ଦଲିଲ ନୁହେଁ; ଏହା ବନବାସୀଙ୍କ ଦୀର୍ଘଦିନର ସଂଘର୍ଷର ଫଳ

ଜଙ୍ଗଲ ଅଧିକାର ଆଇନ କେବଳ ଏକ ଆଇନଗତ ଦଲିଲ ନୁହେଁ; ଏହା ବନବାସୀଙ୍କ ଦୀର୍ଘଦିନର ସଂଘର୍ଷର ଫଳ

ଉଚ୍ଚତମ ନ୍ୟାୟାଳୟରେ ଜଙ୍ଗଲ ଅଧିକାର ଆଇନରେ ସରକାରୀ ଓକିଲ ଭାବେ ନିଜର ପକ୍ଷ ରଖୁଥିବା ସୁମୋନା ଖାନ୍ନାଙ୍କ ସହ ଆଲୋଚନା। ପ୍ରସ୍ତୁତି: ନିବେଦିତା ପଣ୍ଡା ଉପସ୍ଥାପନା: ପ୍ରତିଭା ଘୋଷ  ସୁମୋନା ଖାନ୍ନାଜଙ୍ଗଲ ଅଧିକାର ଆଇନ ବିଷୟକ ବହୁ ପ୍ରତିକ୍ଷିତ ରାୟ ସୁପ୍ରିମକୋର୍ଟଙ୍କ ଶୁଣାଣିକୁ ନେଇ ଆପଣଙ୍କ ମତ କ’ଣ? ଏପ୍ରିଲ ୨...

read more
କିଏ ଜବରଦଖଲକାରୀ ଓ କିଏ ଜବରଦଖଲ କରୁଛି

କିଏ ଜବରଦଖଲକାରୀ ଓ କିଏ ଜବରଦଖଲ କରୁଛି

ଜଙ୍ଗଲ ଆଦିବାସୀଙ୍କର ପରିଚୟ । ଜଙ୍ଗଲର ସୁରକ୍ଷାଦାତା ସାଜିଥିବା ଏହି ଆଦିବାସୀମାନେ ସମୟକ୍ରମେ ଉପନିବେଶବାଦ୍‌ର ଅଧୀନ ହୋଇ ଜବରଦଖଲକାରୀର ଆଖ୍ୟା ପାଇଲେ । ଆଉ ଶେଷରେ ପରିସ୍ଥିତି ଏମିତି ହେଲା କି ନିଜର ଠିକଣା ଜାଗାରୁ ବି ତାକୁ ବିସ୍ଥାପନର ଶିକାର ହେବାକୁ ପଡିଲା । ଜଙ୍ଗଲକୁ ବାସ୍ତବରେ ଅନ୍ୟ କେହି ଜବରଦଖଲ କରୁଥିବା ବେଳେ ଏହି...

read more

ଜଙ୍ଗଲ ଅଧିକାର ଆଇନ ସର୍ବୋପରି ଏକ ଯୁଗାନ୍ତକାରୀ ଆଇନ

ଭାରତର ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀ ସମୁଦାୟର ଲୋକମାନେ ବର୍ଷ ବର୍ଷ ଧରି ଯେଉଁ ଅନ୍ୟାୟର ସାମ୍ନା କରିଆସୁଥିଲେ, ସେଥିରେ ଏକ ଉଲ୍ଲେଖନୀୟ ପରିର୍ତ୍ତନ ଆଣିବା ଲାଗି ଜଙ୍ଗଲ ଅଧିକାର ଆଇନ ୨୦୦୬ ହେଉଛି ଏକ ଐତିହାସିକ ପଦକ୍ଷେପ। ଏହି ଯୁଗାନ୍ତକାରୀ ଆଇନର ବ୍ୟବସ୍ଥା ବନବାସୀ ଗୋଷ୍ଠୀ ଏବଂ ସେମାନେ ବସବାସ...

read more
କ୍ୟାମ୍ପେନ୍ ଫର ସରଭାଇଭାଲ ଆଣ୍ଡ ଡିଗନିଟିର କାହାଣୀ

କ୍ୟାମ୍ପେନ୍ ଫର ସରଭାଇଭାଲ ଆଣ୍ଡ ଡିଗନିଟିର କାହାଣୀ

କର୍ମୀ ପ୍ରଦୀପ ସାହୁଙ୍କ ମୁହଁରୁ.... ପ୍ରସ୍ତୁତି: ପ୍ରତିଭା ଘୋଷ‘କ୍ୟାମ୍ପନ୍ ଫର୍ ସର୍ଭାଇଭାଲ୍ ଆଣ୍ଡ ଡିଗ୍‌ନିଟି’ । ଯାହାର ଆକ୍ଷରିକ ଅର୍ଥ ହେଉଛି ସମ୍ମାନର ସହ ବଞ୍ଚିବା ପାଇଁ ଆରମ୍ଭ ହୋଇଥିବା କ୍ୟାମ୍ପେନ୍‌। ପିଢ଼ି ପରେ ପିଢ଼ି ଧରି ନିଜର ଠିକଣା ସ୍ଥିର କରି ବଞ୍ଚୁଥିବା ଆଦିବାସୀମାନଙ୍କୁ ନିଜର ପୈତୃକ ବାସସ୍ଥଳୀକୁ ପୁଣି ଥରେ...

read more
ଜଙ୍ଗଲ ଅଧିକାର ଆଇନ; ଏକ ନୂଆ ସମ୍ଭାବନା

ଜଙ୍ଗଲ ଅଧିକାର ଆଇନ; ଏକ ନୂଆ ସମ୍ଭାବନା

ଜଙ୍ଗଲ ଅଧିକାର ଆଇନ ଆସିବା ଦ୍ୱାରା; ଜଙ୍ଗଲରେ ରହିଆସୁଥିବା ଆଦିବାସୀଙ୍କ ଅନୁଭବ ଓ ପାରମ୍ପରିକ ଜ୍ଞାନକୁ ଆଧାର କରି ବର୍ତ୍ତମାନ ଗ୍ରାମସଭାଗୁଡିକ ଆଇନଗତ ଭାବେ ଜଙ୍ଗଲ ସୁରକ୍ଷା ପାଇଁ ଅଧିକାର ପାଇଛନ୍ତି; ଏହି ପଦକ୍ଷେପ ଜଙ୍ଗଲ ଅଧିକାର ଆଇନକୁ ନେଇ ଏକ ନୂଆ ଯୁଗର ଆରମ୍ଭ କରିବ । ଲେଖକ: ସିଆର୍ ବିଜୟ ଅନୁବାଦ: ପ୍ରତିଭା ଘୋଷ...

read more