ଜଙ୍ଗଲ ଅଧିକାର ଆଇନ ସ୍ୱୀକୃତି ଦୌଡରେ ଚୁଡଙ୍ଗଗଡବାସୀ ରିପୋର୍ଟ: ମାମାଲି ସାହୁ ପ୍ରସ୍ତୁତି: ପ୍ରତିଭା ଘୋଷ   ଦିନେ ଜଙ୍ଗଲ ଥିଲା ସେମାନଙ୍କର । ମାଇଲ ମାଇଲ ଯୋଜନ ବାଟକୁ ସେମାନେ ପାଦରେ ଚାଲି ଚାଲି ଅତିକ୍ରମ କରୁଥିଲେ । ଯେଉଁଠି ଚାହୁଁଥିଲେ ସେଠି ଚାଷ, ବାସ କରି ପାରୁଥିଲେ । ପ୍ରାକୃତି କୋଳରେ ବିତିଯାଉଥିଲା ସରଳ ଜୀବନ...

read more